

🛕 ଶ୍ରୀ ଜଗନ୍ନାଥ ସେବା ଜର୍ମାନୀ ତଥା ଓଡ଼ିଆ ସମାଜ ମ୍ୟୁନିଖ e.V ଓ ଶିବାଲୟମ୍ e.V ଦ୍ୱାରା ଆୟୋଜିତ ରଥଯାତ୍ରା 🚩
🙏 ଜୟ ଜଗନ୍ନାଥ!
ଏହି ପବିତ୍ର ଅବସରରେ ଆପଣଙ୍କୁ ଓଡ଼ିଆ ସମାଜ ମ୍ୟୁନିଖ ତରଫରୁ ହୃଦୟରୁ ସ୍ବାଗତ ଓ ନିମନ୍ତ୍ରଣ।
ଆସନ୍ତୁ ଆମେ ସମସ୍ତେ ମିଶି ପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କର ରଥଯାତ୍ରା ଉଲ୍ଲାସ ଉପଭୋଗ କରିବା।
- 📅 Date: 27.06.2025
- 🕒 Time: 16:00
- 📍 Venue: Bodenseestraße 228, 81243 München
🛕 ପହଣ୍ଡି ଓ ରଥ ଟଣା | 🍛 ପ୍ରସାଦ | 🙏 ଆରତି ଓ ଭଜନ
Rath Yatra 2025 – Organized by Shree Jagannath Seva Germany in collaboration with Odia Samaj Munich e.V & Sivalayam e.V 🛕
🙏 Jai Jagannath!
Join us in celebrating the divine journey of Lord Jagannath, Subhadra, and Balabhadra on the sacred occasion of Rath Yatra.
- 📅 Date: 27.06.2025
- 🕒 Time: 16:00
- 📍 Venue: Bodenseestraße 228, 81243 München
🛕 Pahandi & Chariot Pulling | 🍛 Prasad | 🙏 Arati & Bhajans
Everyone is welcome – bring your family and friends!
📩 For more details, contact us: info@odiasamajmunich.com
🌐 Call for Volunteers for Rath Yatra